ରଜ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର: ଆଜି ପହିଲି ରଜ। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଚଳିତ ବର୍ଷ କରୋନା କଟକଣା କୋହଳ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିବାର ଲକ୍ଷ୍ୟ ରଖାଯାଇଛି। ଆଜି ଠାରୁ ରଜ ଉତ୍ସବ। ନନ୍ଦନକାନନରେ ଅଧିକ ପର୍ଯ୍ୟଟକ ଆସିବାକୁ ନେଇ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଅଧିକ ଟିକେଟ କାଉଣ୍ଟର ଖୋଲାଯିବ, ଯାହାକି ପର୍ଯ୍ୟଟକମାନେ … Continue reading ରଜ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ